ରାଜ୍ୟ

୩ମାସ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରପ୍ତାନୀ ଉପରେ କଟକଣା

Spread the love

ଓଡ଼ିଶାର ପିଛା ଛାଡୁନି ଆଳୁ ସଙ୍କଟ ।ପଶ୍ଚିମବଙ୍ଗରେ ଆଳୁ ଅଭାବ ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବାକୁ ସଫା ସଫା ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଆସନ୍ତା ଜାନୁଆରୀରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ପିଆଜ ଓ ଆଳୁ ରପ୍ତାନୀ ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଲଗାଇବ ବୋଲି କୁହାଯାଉଛି ।ଅଗଷ୍ଟ ମାସରେ ପଶ୍ଚିମବଙ୍ଗ ଆଳୁ ରପ୍ତାନୀ ବନ୍ଦ ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।    ଏବେ ପୁଣି ଆଳୁ ଉପରେ ପଶ୍ଚିମବଙ୍ଗର କଟକଣା ଖାଉଟିଙ୍କ ଦୁଃଖ ବଢାଇପାରେ । ଏବେ ଆଳୁ କିଲୋ ପିଛା ୩୫ ଟଙ୍କା ଥିବାବେଳେ ପିଆଜ କିଲୋ ୬୦ ଟଙ୍କା ଅଛି ।

Leave a Reply

Your email address will not be published. Required fields are marked *