ଓଡ଼ିଶାରେ ପୋଲିସ କନଷ୍ଟେବଳ ପରୀକ୍ଷା ପାଇଁ ଖୁବଶୀଘ୍ର ଜାରି ହେଲା ଆଡମିଟ୍ କାର୍ଡ
ଓଡ଼ିଶାରେ ପୋଲିସ କନଷ୍ଟେବଳ ପରୀକ୍ଷା ପାଇଁ ଖୁବଶୀଘ୍ର ଜାରି ହେଲା ଆଡମିଟ୍ କାର୍ଡ । ଆବେଦନ କରିଥିବା ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ଡିସେମ୍ବର ୭ ତାରିଖରେ ହେବ ।ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ଜାରି ହେଇଥିବା ଅଧିସୂଚନା ଅନଯାୟୀ ୨୦୨୪ ପାଇଁ ହେବାକୁ ଥିବା ପରୀକ୍ଷା ରାଜ୍ୟର ବିଭିନ୍ନ ନିର୍ଦ୍ଧାରିତ କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ଡିସେମ୍ବର ୩ ତାରିଖରେ ମକ୍ ଟେଷ୍ଟ ପାଇଁ କମ୍ପ୍ୟୁଟର ପରୀକ୍ଷା ଦେବାକୁ ହେବ । ଏଠାରେ ଖାଲିପଡିଥିବା ୨,୦୩୦ ପଦବୀରେ ପୂରଣ ହେବ ।

