ରାଜ୍ୟ

ବେଆଇନ୍ ଗୋଚାଲାଣ ବେଳେ ୮୦ ଗୋରୁ ଉଦ୍ଧାର

Spread the love

ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ବ୍ରିଜ ଦେଇ ସମ୍ବଲପୁର ପଟରୁ ପଶ୍ଚିମବଙ୍ଗକୁ ଦୁଇଟି ୧୬ ଚକିଆ ଟ୍ରକରେ ୮୦ ଗୋରୁ ଚାଲାଣ ହେଉଥିଲା | ଖବର ପାଇ ମହାନଦୀ ବ୍ରିଜରୁ ଏଇ ଦୁଇଟି ଯାକ ଟ୍ରକକୁ ବିନିକା ପୁଲିସ ପିଛାକରି ଉଲୁଣ୍ଡା ଥାନା ସିଣ୍ଡୋଲରେ ଟ୍ରକକୁ ଅଟକାଇଥିବା ବେଳେ ଗାଡ଼ି ଛାଡ଼ି ଜଣେ ଟ୍ରକ ଡ୍ରାଇଭର ଫେରାର ମାରିଥିବା ବେଳେ ଜଣେ ଟ୍ରକ ଡ଼୍ରାଇଭରକୁ ପୁଲିସ ଗିରଫ କରିଛି |ଗୋରୁମାନଙ୍କୁ ପିତେଇପାଲି ଗଜବନ୍ଧ କାମଧେନୁ ଗୋ ସେବାଶ୍ରମରେ ଉଦ୍ଧାର କରି ଛାଡ଼ିଛି ପୁଲିସ | ଏନେଇ ସୂଚନା ଦେଇଛନ୍ତି ବିନିକା ଥାନା ଏଏସଆଇ ଅନୀଲ ବେହେରା ସୂଚନା ଦେଇଛନ୍ତି।

 

Leave a Reply

Your email address will not be published. Required fields are marked *