ଦେଶ ବିଦେଶ

ଦକ୍ଷିଣ କୋରିଆ ରେ ଘୋଷଣା ହୋଇଥିବା ଦେଶର ଜରୁରୀକାଳୀନ ସାମରିକ ଆଇନକୁ ଉଚ୍ଛେଦ କରିଛନ୍ତି ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ

Spread the love

ମଙ୍ଗଳବାର ବିଳମ୍ବିତ ରାତିରେ ଦକ୍ଷିଣ କୋରିଆରେ ଏକ ନାଟକୀୟ ରାଜନୖତିକ ଅସ୍ଥିରତା ଦେଖାଦେଇଥିଲା । ବିଳମ୍ବିତ ରାତିରେ ଅଧିବେଶନରେ ଉଭୟ ଶାସକ ତଥା ବିରୋଧୀ ଦଳର ୩୦୦ ଜଣଙ୍କ ମଧ୍ୟରୁ ୧୯୦ ଜଣ ନେତା ସର୍ବସମ୍ମତି କ୍ରମେ ସାମରିକ ଆଇନକୁ ଲାଗୁ କରିବାକୁ ନିଷ୍ପତ୍ତି ନେବାର କିଛି ଘଣ୍ଟା ମଧ୍ୟରେ ଏହାକୁ ପୁଣି ହଟାଇ ଦିଆଯାଇଛି।ଉତ୍ତର କୋରିଆର ସୈନ୍ୟବାହିନୀଙ୍କୁ ହଟାଇବା ଏବଂ ସାମ୍ବିଧାନିକ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଶପଥ ନେଇ ୟୋନ୍ ଏକ ଟେଲିଭିଜନ ଭାଷଣରେ ଏହାର ଘୋଷଣା କରିଥିଲେ। ତେବେ ରାଷ୍ଟ୍ରପତିଙ୍କ ଏହି ପଦକ୍ଷେପଗୁଡିକ ଦେଶର ଶାସନ ଏବଂ ଗଣତନ୍ତ୍ର ଉପରେ କି ପ୍ରଭାବ ପକାଇବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନହଉଣୁ ଏହାକୁ ଉଚ୍ଛେଦ ବି କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *