ରାଜ୍ୟ

ରାଉରକେଲା ଷ୍ଟେସନରେ ୭୫ କେଜି ରୁପା ଅଳଙ୍କାର ଜବତ

Spread the love

ରେଲୱେ ଷ୍ଟେସନରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ରାଞ୍ଚିର ଚନ୍ଦନ କୁମାରଙ୍କ ଠାରୁ ୭୫ କେଜି ରୁପା ଅଳଙ୍କାର ଜବତ କରି ତାଙ୍କୁ ଅଟକ ରଖିଛି ଜିଆରପି ।  ରୁପା ଅଳଙ୍କାର ସମ୍ପର୍କରେ କୌଣସି ସଠିକ୍ ଉତ୍ତର ଦେଇନପାରିବାରୁ ଘଟଣାର ଅଧିକ ତଦନ୍ତ ପାଇଁ ଜିଏସଟି ବିଭାଗକୁ ହସ୍ତାନ୍ତର କରାଯାଇଥିବା ରାଉରକେଲା ଜିଆରପି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ବିନା ଜିଏସଟିରେ ରୁପା ଅଳଙ୍କାର ଚାଲାଣ ହେଉଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *