ରାଜ୍ୟ

ଔଷଧ ଦୋକାନରୁ ବିପୁଳ ପରିମାଣରେ କଫସିରପ ଜବତ

Spread the love

ବେଆଇନ ଭାବେ ଔଷଧ ଗଚ୍ଛିତ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ଏହି ମେଡିସିନ ଦୋକାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରୁ ବହୁ ପରିମାଣରେ କଫସିରପ ବୋତଲ ମିଳିଥିଲା। ଏହା ସହିତ ୩୨ ପ୍ରକାର ବେଆଇନ ଔଷଧକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। କଫସିରପକୁ ନିଶା ପାଇଁ ବ୍ୟବହାର କରାଯାଉଥିବାରୁ ଏହାର ବେଆଇନ ବିକ୍ରି ଉପରେ ରୋକ ଲଗାଇବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Leave a Reply

Your email address will not be published. Required fields are marked *