ରାଜ୍ୟ

ଦୁଇ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

Spread the love

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ ।ମୃତକ ବିଜାପୁର ଜିଲ୍ଲା କାଡେର ପଂଚାୟତର ପୂବର୍ତନ ସରପଞ୍ଚ ସୁଖରାମ ଅବଲମ୍ ଓ ବିରିୟାଭୂମି ପଂଚାୟତର ପୂର୍ବତନ ସରପଞ୍ଚ ସୁକୁଲ ଫର୍ସ ।  ଗତକାଲି ଦୁଇଜଣଙ୍କୁ ଅପହରଣ ପରେ ଆଦବଡା ନିକଟରେ ଗୁଳି କରି ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଛି ।

Leave a Reply

Your email address will not be published. Required fields are marked *