ରାଜ୍ୟ

ଜାରି ରହିଛି ବର୍ଷା, ଲୋକେ ହନ୍ତସନ୍ତ

Spread the love

ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ଗତକାଲି ସକାଳ ପ୍ରାୟ ୯ଟାରୁ ଅବିରତ ଚାଲିଛି ବର୍ଷା |ଆଜି ସକାଳେ ବି ମଧ୍ୟମ ଧରଣର ବର୍ଷା ଚାଲିଛି। କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ଶନିବାର ସକାଳେ ବର୍ଷ ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍ ରହିଛି। ଠିକ୍ ସେହିପରି କମ୍ ଦୋକାନବଜାର ବି ଖୋଲିଛି।

Leave a Reply

Your email address will not be published. Required fields are marked *