ରାଜ୍ୟ

ଚାଷ ଜମିରୁ ଉଦ୍ଧାର ହେଲା ବିରାଟକାୟ ଅଜଗର

Spread the love

ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ରାଜେନ୍ଦ୍ରନାରାୟଣପୁର ଗାଁ ନିକଟସ୍ଥ ଚାଷ ଜମିରୁ ଅଜଗରକୁ ଉଦ୍ଧାର କରାଯାଇଛି । ତା ମୁଣ୍ଡରେ ସାମାନ୍ୟ କ୍ଷତ ଥିବାରୁ ଭିତରକନିକା ମଧ୍ୟରେ ଥିବା ଏନ୍ କ୍ଲୋଜରରେ ଅଜଗରକୁ ରଖାଯାଇ ଚିକିତ୍ସା ଜାରି ରହିଛି । ସୁସ୍ଥ ହେବାପରେ ଭିତରକନିକା ଜଙ୍ଗଲରେ ଅଜଗରଟିକୁ ଛଡାଯିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *