କ୍ରୀଡା

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ପିଭି ସିନ୍ଧୁ

Spread the love

ଭାରତର ତାରକା ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଦୟପୁରରେ ସେ ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିଛନ୍ତି। ପାରମ୍ପରିକ ବିବାହ ପୋଷାକରେ ଉଭୟ ବହୁତ ସୁନ୍ଦର ଦେଖାଯାଉଥିଲେ। ପରିବାର ଓ ଘନିଷ୍ଠ ଲୋକଙ୍କ ଉପସ୍ଥିତିରେ ସାତ ଜନ୍ମ ପାଇଁ ଏଠାକି ହୋଇଛନ୍ତି ଏହି ଦମ୍ପତି।

Leave a Reply

Your email address will not be published. Required fields are marked *