କ୍ରୀଡା ଧୋନିଙ୍କ ଉପରେ ଭାରି ପଡିଲେ ବିରାଟ March 29, 2025 mos live Spread the loveଧୋନିଙ୍କ ଉପରେ ଭାରି ପଡିଲେ ବିରାଟ ।ଆଇପିଏଲରେ ଚେନ୍ନାଇକୁ ହରାଇ ବିଜୟୀ ହୋଇଛି ବେଙ୍ଗାଲୁରୁ । ଚେନ୍ନାଇକୁ ୫୦ ରନରେ ହରାଇଛି ଆସିବି । ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନି ପରସ୍ପରକୁ ଆଲିଙ୍ଗନ କରିଥିଲେ । ଉଭୟଙ୍କ ପୁରୁଣା ବନ୍ଧୁତା ଦେଖିବାକୁ ମିଳିଥିଲା ।