ବ୍ୟବସାୟ ଏବଂ ଅର୍ଥନୀତି

ATM ରେ ‘ମେ ୧’ ରୁ ଲାଗୁ ହେବ ନୂଆ ନିୟମ

Spread the love

ଆଉ ମାସକ ପରେ ATM ରୁ ଟଙ୍କା ଉଠାଇବା କିମ୍ବା ବାଲାନ୍ସ ଚେକ୍ କରିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡିବ । ଏଥି ପ୍ରତି ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ନିଜ ATM ଏବଂ ଅନ୍ୟ ବ୍ୟାଙ୍କର ATM କୁ ଫ୍ରିରେ ନିର୍ଦ୍ଦିଷ୍ଟ କେତେଥର ବ୍ୟବହାର କରିବା ଅନୁମତି ଦେଇଛନ୍ତି । ସେହି ସୀମା ଶେଷ ହୋଇଯିବା ପରେ ଯଦି କୌଣସି ଗ୍ରାହକ ATM କୁ ବ୍ୟବହାର କରୁଛନ୍ତି, ତେବେ ତାଙ୍କୁ ATM କାରବାର ଶୁଳ୍କ ଦେବାକୁ ପଡୁଛି । ଏହି ଶୁଳ୍କ କାରବାର ପିଛା ୨୧ ଟଙ୍କା ଥିଲା । ହେଲେ ବର୍ତ୍ତମାନ ସେଥିରେ ଆଉ ୨ ଟଙ୍କା ବଢ଼ାଇ ରିର୍ଜଭ ବ୍ୟାଙ୍କ୍ ତାହାକୁ ୨୩ ଟଙ୍କା କରିଛି । ଶୁଳ୍କରେ କରାଯାଇଥିବା ବ୍ରୁଦ୍ଧି ଆସନ୍ତା ‘ମେ ୧’ ରୁ ଲାଗୁ ହେବାକୁ ଯାଉଛି । ବର୍ତ୍ତମାନ ସମୟରେ ସବୁ ଜିନିଷ ଉପରେ ଡିମାଣ୍ଡ ରହିଛି । ସେ ଛୋଟ ଜିନିଷ ହେଉ କିମ୍ବା ବଡ଼ । ଏବେ ଏକ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ATM ଶୁଳ୍କ କାରବାର ପିଛା ୨୧ ଟଙ୍କା ଥିଲା ହେଲେ ବର୍ତ୍ତମାନ ସେଥିରେ ଆଉ ୨ ଟଙ୍କା ବଢ଼ାଇ ରିର୍ଜଭ ବ୍ୟାଙ୍କ୍ ତାହାକୁ ୨୩ ଟଙ୍କା କରିଛି ।

Leave a Reply

Your email address will not be published. Required fields are marked *