ଦେଶ ବିଦେଶ

କେନ୍ଦ୍ର ସରକାର କର୍ମଚାରୀଙ୍କୁ ମିଳିଲା ଉପହାର

Spread the love

କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୨ ପ୍ରତିଶତ ବଢାଇଛନ୍ତି । ଫଳରେ ମହଙ୍ଗା ଭତ୍ତା ୫୩%ରୁ ୫୫% ପ୍ରତିଶତକୁ ବୃଦ୍ଧି ପାଇଛି । ୧.୨ କୋଟି କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ଲାଭ ମିଳିବ ।ସରକାର କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଜାନୁଆରୀ ଏବଂ ଜୁଲାଇରେ ଦୁଇଥର ମହଙ୍ଗା ଭତ୍ତା ବଢିଥାଏ । ପୂର୍ବରୁ ମାର୍ଚ୍ଚ ମାସରେ ହୋଲି ସମୟରେ ମହଙ୍ଗା ଭତ୍ତା ବଢିଥିଲା । ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ଅକ୍ଟୋବରରେ ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି ।

Leave a Reply

Your email address will not be published. Required fields are marked *