ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆକ୍ରମଣ ହୋଇଛି। ଏହା ଦ୍ୱାରା ବିମାନ ସେବା ପ୍ରଭାବିତ ହୋଇଛି।ଗୁରୁବାର ସକାଳ ୭.୨୪ରୁ ସାଇବର ଆକ୍ରମଣ ହୋଇଛି। ଏହି କାରଣରୁ ସିଷ୍ଟମ ସମସ୍ୟାର ସମ୍ମୁଖୀନ ହେଉଛି। ଏହା ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉପରେ ପ୍ରଭାବ ପକାଉଛି। ସାଇବର ଆକ୍ରମଣ ଯୋଗୁ ଟିକେଟ୍ ବିକ୍ରି ବନ୍ଦ ହୋଇଯାଇଛି।