ମାଗଣା ସ୍ବାସ୍ଥ୍ୟ ସେବା ଶିବିର
ଜଗା କାଳିଆ ଚାରିଟେବୁଲ ଫାଉଣ୍ଡେସନ , ଶୁଶ୍ରୁତା ହସ୍ପିଟାଲ ଏବଂ ଟ୍ରମା ସେଣ୍ଟର ସହଯୋଗରେ ଏକ ବିଶେଷ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଭୁବନେଶ୍ୱର ସ୍ଥିତ ପଟିଆ ନିକଟରେ ଥିବା କାନନ ବିହାର ଫେଜ୍ -୨ ଶ୍ରୀ ଶ୍ରୀ କାନନେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ୫ ଜାନୁଆରୀ ୨୦୨୫ ଶନିବାର ସକାଳ ୧୦.୩୦ ରୁ ଦିବା ୧.୩୦ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି !! ଶ୍ରୀ ଉମାକାନ୍ତ ଜେନା , ଡଃ ଚିଦାତ୍ମିକା ଖଟୁଆ,ଜୟନ୍ତ କୁମାର ସାହୁ,ମନୋଜ କୁମାର ପାଣିଗ୍ରାହୀ ଏବଂ ଶ୍ରୀ କୃପାନିଧି ବିଶ୍ଵାଳ ସଭାପତି କାନନ ବିହାର ଉନ୍ନୟନ ପରିଷଦ (୨) ସଫଳ ରୂପାୟନ ନିମନ୍ତେ ସମସ୍ତ ବରିଷ୍ଠ ନାଗରିକ ଏବଂ ଶିଶୁ ମାନଙ୍କୁ ଏହାର ଉପକାର ନେବା ପାଇଁ ଅନୁରୋଧ କରିଛନ୍ତି !!

