ଦେଶ ବିଦେଶ

ରାଜଧାନୀ ଦିଲ୍ଲୀରେ ସିରିଜ୍ ଦୁର୍ଘଟଣା

Spread the love

କୁହୁଡ଼ି ପାଇଁ ସିରିଜ୍ ଦୁର୍ଘଟଣା । ହାଇୱେରେ ପଛକୁ ପଛ ପିଟି ହେଲା ୫ କାର । ଦିଲ୍ଲୀ-ଲକ୍ଷ୍ନୌ ହାଇୱେରେ ହାପୁଡରେ ଏପରି ଦୁର୍ଘଟଣା ହୋଇଛି । କୁହୁଡ଼ି ପାଇଁ ରାସ୍ତା ଦେଖାନଯିବାରୁ ପଛକୁ ପଛ ପିଟି ହୋଇଛି ୫ରୁ ଅଧିକ କାର । ଗୋଟିଏ କାର ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା ପରେ ପଛକୁ ପଛ ପିଟି ହୋଇଥିଲା ଗାଡ଼ି । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *