ରାଜ୍ୟ

କଟକରେ ବ୍ୟବସାୟୀଙ୍କ ଘର ଉପରେ ବୋମାମାଡ଼

Spread the love

କଟକରେ ବୋମାମାଡ଼ ।ଗତକାଲି ବିଳମ୍ବିତ ରାତିରେ ବାଉଁଶ ବ୍ୟବସାୟୀ ଅଜୟ ନାୟକ ଘରେ ଥିବା ବେଳେ ହଠାତ୍ କେହି ଦୁର୍ବୃତ୍ତ ଆସି ତାଙ୍କ ଘର ଉପରକୁ ବୋମାମାଡ କରିଛନ୍ତି । ପ୍ରଚଣ୍ଡ ଶଦ୍ଦରେ ଚର୍ତୁଦିଗ ଧୂଆଁମୟ ହୋଇଯାଇଥିଲା । କିନ୍ତୁ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ଖବର ପାଇ ସଦର ଥାନା ଆଇଆଇସି  ଏବଂ ଜୋନ୍ ୪ ଏସପି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ଘଟଣା ଘଟିବା ପରେ ଦୁର୍ବୃତ୍ତ ମାନେ ଫେରାର୍‌ ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *