ରାଜ୍ୟ

ନବବର୍ଷ ରେ ବନ୍ଧୁ ମିଳନ

Spread the love

 


ବଡମ୍ବା ବ୍ଲକର ଶଙ୍ଖାମେରୀ ପଞ୍ଚାୟତ ଓ ମଙ୍ଗରାଜପୁର ପଞ୍ଚାୟତ ର କଟକ ଓ ଭୁବନେଶ୍ୱରରେ ବସବାସ କରୁଥିବା ନାଗରିକ ମାନଙ୍କୁ ନବବର୍ଷରେ ଏକତ୍ରିତ କରିବା ପାଇଁ ବହୁଦିନଠାରୁ ଶ୍ରୀ ନିରଞ୍ଜନ ମିଶ୍ର ଶଙ୍ଖାମେରି ବର୍ତ୍ତମାନ କଟକରେ ଅବସ୍ଥାପିତ ପରାମର୍ଶ ଦେଇ ଆସୁଥିଲେ | ବର୍ତ୍ତମାନ ପ୍ରଥମଥର ପାଇଁ ଭୁବନେଶ୍ୱର କାନନ ବିହାର ଫେଜ – ୨ କାନନେଶ୍ୱର ମନ୍ଦିରରେ ତା ୧୯ -0୧ -୨0୨୫ ଦିବା ଘ ୧0-୩0 ମିନିଟରେ ଆୟୋଜନ କରାଯାଇଛି |

ଏହାକୁ ସାକାର କରିବାପାଇଁ ଶ୍ରୀ ମାଧବଚନ୍ଦ୍ର ମହାପାତ୍ର , କୃପାସିନ୍ଧୁ ବିଶ୍ୱାଳ , ପ୍ରମୋଦିନି ପଣ୍ଡା , ସନ୍ତୋଷ ପଟ୍ଟନାୟକ ଓ ନାରାୟଣ କର ଆନୁସଙ୍ଗିକ ବ୍ୟବସ୍ଥା କରିଛନ୍ତି |ଅନୁରୋଧ ଦୁଇ ପଞ୍ଚାୟତର ସମସ୍ତ ସଭ୍ୟ ଉକ୍ତ ଜାଗାରେ ଠିକ ସମୟରେ ପହଂଚି ସଭାକୁ ସାଫଲ୍ୟ ମଣ୍ଡିତ କରିବା ହେବେ |ମୋ ବସ ର ରହଣି ସ୍ଥାନ କାନନବିହାର , ଫେଜ -୨ |

Leave a Reply

Your email address will not be published. Required fields are marked *