ମୁଖ୍ୟ ଖବର

ବାଲାଂଦେଶ ଓ ସିରିୟା ପରେ ଅଶାନ୍ତ ହୋଇଛି କୋଲୋମ୍ବିଆ

Spread the love

ବାଲାଂଦେଶ ଓ ସିରିୟା ପରେ ଅଶାନ୍ତ ହୋଇଛି କୋଲୋମ୍ବିଆ । ଦେଶରେ ଲାଗି ରହିଥିବା ଗୃହଯୁଦ୍ଧ କାରଣରୁ ୧୦୦ଜଣଙ୍କ ମୃତ୍ୟୁ ହୋଇଛି । ବିଦ୍ରୋହୀ ଗ୍ରୁଟ ଲେବରସନ ଆର୍ମି ସହ ଶାନ୍ତି ଫେରିବା ଆଲୋଚନା ବିଫଳ ହୋଇଛି । ଫଳରେ ଦେଶର ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି ।କୋଲୋମ୍ବିଆ ହିଂସାରେ ଏବେ ସୁଦ୍ଧା ୧୦୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏକାଧିର ଆହତ ହୋଇଛନ୍ତି । ହିଂସା କାରଣରୁ ୧୧ ହଜାରରୁ ଅଧିକ ସ୍ଥାନନ୍ତରିତ ହୋଇଛନ୍ତି । କୋଲୋମ୍ବିଆର କେଟାଟ୍ଟୁମ୍ବି ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି । ଶାନ୍ତି ଫେରିବା ନେଇ ଆଲୋଚନା ବିଫଳ ହୋଇଛି । ଫଳରେ ଏହି ଅଞ୍ଚଳରେ ଷ୍ଟେଟ ଏମରଜେନ୍ସିଂ ଲାଗୁ ହୋଇଛି । ୫ ହଜାର ସୁରକ୍ଷାକର୍ମୀ ନିୟୋଜିତ ହେଇଛନ୍ତି ।

Leave a Reply

Your email address will not be published. Required fields are marked *