ରାଜ୍ୟ

ଭଣ୍ଡ ବାବା ଚନ୍ଦ୍ର ଶେଖର ଦାସ ଗିରଫ

Spread the love

ଯାଜପୁର ଛତିଆ ମଠର ବାବା ଚନ୍ଦ୍ରଶେଖର ଦାସ । ବାଲେଶ୍ଵର ଟାଉନ ଥାନା ପୁଲିସ ଦ୍ଵାରା ଗିରଫ ପରେ କୋର୍ଟ ଚାଲାଣ ।  ବାବା ବାସ୍ତୁ ଦୋଷ ଶାନ୍ତି କରିବା ବାହାନାରେ ଭବାନୀ ସେନ୍ ନାମକ ବୃଦ୍ଧାଙ୍କ ସମସ୍ତ ଜମିକୁ ହଡ଼ପ କରୁଥିଲା ଭଣ୍ଡ ବାବା ।

ବଡ଼ପୁଅ ଓ ସ୍ବାମୀଙ୍କ ମୃତ୍ୟୁ ପରେ ବୃଦ୍ଧା ଜଣକ ମାନସିକ ଚିନ୍ତାରେ ଥିବା ବେଳେ ବାବା ଚନ୍ଦ୍ର ଶେଖର ଦାସ ବୃଦ୍ଧାଙ୍କୁ ବସ୍ତୁ ଦୋଷ ସମାଧାନ ନ କେଲେ ସାନପୁଅର ମୃତ୍ୟୁ ଦଣ୍ଡ ହୋଇଯିବ କହି ସାଢେ଼ ଦୁଇ ଏକର ଜମିଙ୍କୁ ହଡ଼ପ କରିଥିବା ବାଲେଶ୍ଵର ଟାଉନ ଥାନାରେ ଅଭିଯୋଗ ହୋଇ ଥିଲା । ଗତକାଲି ତାକୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *