ରାଜ୍ୟ

୨୦ ଘଣ୍ଟା ପରେ ମିଳିଲା ମୃତଦେହ

Spread the love

ମୟୂରଭଞ୍ଜରେ ବୈତରଣୀ ନଦୀରେ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତକ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳର ବିଶ୍ବଜିତ।  ଗତକାଲି ଭୋଜି କରିବାକୁ ଭୀମକୁଣ୍ଡକୁ ଆସିଥିଲେ ୧୭ଜଣ ପର୍ଯ୍ୟଟକ । ବୈତରଣୀ ନଦୀରେ ଗାଧୋଉଥିିବାବେଳେ ବିଶ୍ବଜିତ ବୁଡିଯାଇଥିଲେ । ବହୁ ଖୋଜାଖୋଜି ପରେ ଗତକାଲି ମୃତଦେହ ମିଳିନଥିଲା। ରାତି ହୋଇଯିବାରୁ ବନ୍ଦ ରହିଥିଲା ଉଦ୍ଧାର କାର୍ଯ୍ୟ । ଆଜି ସକାଳୁ ପୁଣି ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।

Leave a Reply

Your email address will not be published. Required fields are marked *