ରାଜ୍ୟ

ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫କୁ ଉଦଘାଟନ କରିବେ ମୋଦି

Spread the love

ଆଜିଠୁ ଭୁବନେଶ୍ବରରେ ୨ଦିନିଆ ଶିଳ୍ପ ମହାକୁମ୍ଭ । ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନକ୍ଲେଭରେ ଦେଶ ବିଦେଶର ଜଣାଶୁଣା ଇଣ୍ଡଷ୍ଟ୍ରି ଟାଇକୁନ ଯୋଗ ଦେବେ । ଦୁଇଦିନିଆ କନକ୍ଲେଭରେ ବିଭିନ୍ନ ସେସନରେ ଅଲଗା ଅଲଗା ଶିଳ୍ପ କ୍ଷେତ୍ର ପାଇଁ ହେବ ଆଲୋଚନା । ଓଡ଼ିଶାରୁ କେତେ ଆସିବ ପୁଞ୍ଜି, କେତେ ପ୍ରତିଷ୍ଠା ହେବ ଶିଳ୍ପ ତାଉପରେ ଫୋକସ ରହିଛି । ଓଡିଶାର ପ୍ରତି ଜିଲାକୁ କିପରି ଶିଳ୍ପରେ ଆଗକୁ ନିଆଯିବ ତାହା ପ୍ରାଥମିକତା ରହିଛି ।

Leave a Reply

Your email address will not be published. Required fields are marked *