ଆଞ୍ଚଳିକ

ଯାଜପୁର ରସୁଲପୁର ବ୍ଲକ ଛକରେ ଭୁଶୁଡିଲା ବ୍ରିଜ

Spread the love

ଯାଜପୁର ରସୁଲପୁର ଏନଏଚ-16 ରେ ବଡ଼ ଅଘଟଣ । ରସଲପୁର ବ୍ଲକ କାର୍ଯ୍ୟଳୟ ନିକଟରେ ଭୁଷୁଡିଲା ବ୍ରିଜ୍‌ । କୌଣସି ଯାନବାହନ ଯାଉନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ । ଅନ୍ୟପଟେ ବାଲେଶ୍ବରରୁ ଭୁବନେଶ୍ବରକୁ ଆସିବା ରାଜପଥ ବନ୍ଦ ହୋଇଯାଇଛି । କଟକ , ଭୁବନେଶ୍ୱରକୁ ଏକ ପ୍ରକାର ଯାତାୟତ ଠପ୍ ହୋଇଯାଇଛି । ବ୍ରିଜ ଭୁଷୁଡି ପଡିବାରୁ ଅଟକି ରହିଛି ବହୁ ବସ, ଟ୍ରକ, କାର ଓ ବାଇକ୍ । ରାଜପଥର ୧୦ ଫୁଟ୍‌ ତଳକୁ ଖସି ଯାଇଛି ବ୍ରିଜ୍‌ । ଠିକାଦାରକୁ ଦାୟୀ କରି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *