ଆଞ୍ଚଳିକ

ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ ; ବ୍ରହ୍ମଗିରି ଅଲାରନାଥ ପୀଠରେ ବଢ଼ିବ ଭିଡ଼

Spread the love

#ଆଜିଠୁ_ଅଲାରନାଥଙ୍କ_ଅଣସର_ଦର୍ଶନ

ବ୍ରହ୍ମଗିରି ଅଲାରନାଥ ପୀଠରେ ବଢ଼ିବ ଭିଡ଼
୧୩ ଦିନ ଧରି ଚାଲିବ ଅଲାରନାଥଙ୍କ ଦର୍ଶନ
ଆଜିଠୁ ଅଣସର ଘରେ ରହିବେ ମହାପ୍ରଭୁ
ଗତକାଲି ସ୍ନାନ ପରେ ଅସୁସ୍ଥ ଅଛନ୍ତି ମହାପ୍ରଭୁ
୧୩ ଦିନ ଯାଏଁ ମହାପ୍ରଭୁଙ୍କ ଦର୍ଶନ ପାଇବେନି ଭକ୍ତ
୧୪ ଦିନ ଧରି ଅଣସର ଘରେ ମହାପ୍ରଭୁଙ୍କ ଉପଚାର ନୀତି ହେବ
ଅଙ୍ଗ ସେବକ ଦଇତାପତିମାନେ ମହାପ୍ରଭୁଙ୍କର ସେବା କରିବେ
ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଇବେ ପଟି ଦିଅଁ

Leave a Reply

Your email address will not be published. Required fields are marked *