ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦନିଆ କେନ୍ଦୁଝର ଗସ୍ତ
#ଆଜି_ମୁଖ୍ୟମନ୍ତ୍ରୀଙ୍କ_କେନ୍ଦୁଝର_ଗସ୍ତ
-ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦନିଆ କେନ୍ଦୁଝର ଗସ୍ତ
-CM ଭାବେ ଦାୟିତ୍ବ ନେବା ପରେ ଜନ୍ମମାଟିକୁ ପ୍ରଥମ ଗସ୍ତ
-ପ୍ରଥମେ ଘଟଗାଁରେ ମା’ ତାରିଣୀଙ୍କୁ ଦର୍ଶନ କରିବେ ସିଏମ୍
-କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବେ
-ନିଜ ଗାଁ ରାଇକଳା ଯିବେ CM ମୋହନ ମାଝୀ
-ରାଇକଳାରୁ ବିଶାଳ ଶୋଭାଯାତ୍ରାରେ ଝୁମ୍ପୁରା ଯିବେ
-ଝୁମ୍ପୁରାରେ ଏକ ସଭାରେ ଯୋଗଦେବେ ମୋହନ ମାଝୀ

