ଟ୍ରମ୍ପ କିଣିଲେ ନାଲି ରଙ୍ଗର ଟେସଲା କାର୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ କିଛି ମାସ ହେଲାଣି ଲଗାତାର ଚର୍ଚ୍ଚାରେ ରହିଛନ୍ତି । ଏହାରି ମଧ୍ୟରେ ଟ୍ରମ୍ପ ଏଲନ ମସ୍କଙ୍କ ଏକ ଟେସଲା କାର୍ କିଣିଛନ୍ତି । ଏଲନ ମସ୍କଙ୍କ ଚୟସରେ ଟ୍ରମ୍ପ ଏହି ଟେସଲା କାର୍ କିଣିଛନ୍ତି ।ଟ୍ରମ୍ପ ଏହି କାର୍ ମଡେଲକୁ ପ୍ରଶଂଦା କରିବା ସହିତ ନାଲି ରଙ୍ଗର ମଡେଲ X କୁ ଚୟନ କରିଛନ୍ତି । ମସ୍କ ଟ୍ରମ୍ପକୁ ଏକ ସାଇବର ଟ୍ରକ ଦେଖାଇଥିଲେ । ଏହା ବୁଲେଟପ୍ରୁଫ ଡିଜାଇନ ସହିତ ଆସିଥାଏ ବୋଲି ମସ୍କ ଟ୍ରମ୍ପଙ୍କୁ କହିଥିଲେ ।

