ରାଜ୍ୟ

ହୋଲି ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ

Spread the love

ରାତି ପାହିଲେ ରଙ୍ଗର ପର୍ବ ହୋଲି । ଭଦ୍ରକରେ ହୋଲି ପାଇଁ ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ହୋଲିରେ ହେଡକ୍ୱାର୍ଟର ଛାଡ଼ିପାରିବେନି ସରକାରୀ ଅଧିକାରୀ । ସମସ୍ତ ଅଧିକାରୀଙ୍କ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ସବୁ ଅଧିକାରୀ ନିଜ ନିଜ ହେଡ କ୍ବାର୍ଟର୍ସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *