ରାଜ୍ୟ

ଲକ୍ଷାଧିକ ଟଙ୍କା ଅନ୍ ଲାଇନ୍ ଗେମ୍ ଖେଳି ହାରିଯିବା କୁନେଇ ଜୀବନ ହାରିଛନ୍ତି ଯୁବ ଡାକ୍ତର

Spread the love

ଯୁବ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରଯାଇଛି ।  ଲକ୍ଷାଧିକ ଟଙ୍କା ଅନ୍ ଲାଇନ୍ ଗେମ୍ ଖେଳି ହାରିଯିବା କୁନେଇ ଜୀବନ ହାରିଥିବା ସନ୍ଦେହ କରାଯାଇଛି ।  ମୃତ ଯୁବ ଡାକ୍ତର ଜଣକ କୋଣାର୍କ ଏନଏସି-୧୧ନଂ ୱାର୍ଡ ନଳକଣ ଗାଁରେ ବସବାସ କରୁଥିଲେ । ତାଙ୍କ ନାମ ଆକାଶ ଛାଟୋଇ ବୋଲି ଜଣା ପଡିଛି ।  ପୁରୀର ପେଣ୍ଠକଟା ଅଞ୍ଚଳରେ ମାମୁଁ ଘରେ ବେଡ଼ସିଟ ଦ୍ୱାରା ସେ ଜୀବନ ହାରିଥିବା ସୁଚନା ମିଳିଛି । ବହୁ ସମୟ ଧରି କବାଟ ନଖୋଲିବାରୁ ପଡୋଶୀଙ୍କ ସାହାଯ୍ୟରେ କବାଟ ଭାଙ୍ଗିଥିଲେ। ହେଲେ ଘର ଭିତରେ ଆକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଆକାଶଙ୍କ ବାପା ରାଜକିଶୋର ଛାଟୋଇ ପେଣ୍ଠକଟା ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *