ମିଆଁମାରରେ ଭୂକମ୍ପ ଝଟକା
ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭.୭ ରେକର୍ଡ ହୋଇଛି।ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ୧୦ କିଲୋମିଟର ତଳେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଅକ୍ଷାଂଶ ୨୧.୯୩ ଉତ୍ତର, ଲମ୍ବା ୯୬.୦୭ ପୂର୍ବ ଏବଂ ୧୦ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ଅନ୍ୟପଟେ କ୍ଷୟକ୍ଷତି ଘଟିଥିବା ନେଇ ପ୍ରାକ୍ ସୂଚନା ମିଳିଛି । ବଡ଼ ବଡ଼ ନିର୍ମାଣଧୀନ କୋଠା ସହ କିଛି ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହି

