odisha

ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ରଥ କାଠ

Spread the love

ଆସନ୍ତା ଜୁନ ୨୭ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ଓଡିଶାର ବିଭିନ୍ନ ବନଖଣ୍ଡରୁ ରଥ ନିର୍ମାଣ ଲାଗି ରଥ କାଠ ପହଞ୍ଚିଛି l ଆସନ୍ତା ରାମ ନବମୀରେ କଟକ ସ୍ଥିତ କରତ କଳରେ ରଥ କାଠ ଚିରଟ କାର୍ଯ୍ୟ ଅନୁକୂଳ ହେଵା ସହ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ l

Leave a Reply

Your email address will not be published. Required fields are marked *