ରାଜ୍ୟ

ଚୌଦ୍ବାର ନିର୍ଗୁଣ୍ଡିରେ ସ୍ୱାଭାବିକ ହେଲା ଟ୍ରେନ ଚଳାଚଳ

Spread the love

ସରିଲା ଟ୍ରାକ ମରାମତି। ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ସକାଳ ୭ଟା ୧୫ ସୁଦ୍ଧା ସରିଲା ଟ୍ରାକ ମରାମତି କାମ । ମରାମତି ପାଇଁ ୧୨ ଘଣ୍ଟା ରୁ ଅଧିକ ସମୟ ଲାଗିଥିଲା। ସାରା ରାତି ଚାଲିଥିଲା ମରାମତି କାର୍ଯ୍ୟ ।ଏକ ହଜାର ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ ।  ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇବା ବେଳେ ୩ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଟ୍ରେନର ବେଗ କମ ଥିବାରୁ କ୍ଷୟକ୍ଷତି କମ ହୋଇଥିଲା ।  ଏପଟେ ଟ୍ରେନ୍ ଲାଇନଚ୍ୟୁତକୁ ନେଇ ଆରମ୍ଭ ହୋଇଛି ତନାଘନା । କେମିତି ହେଲା ଦୁର୍ଘଟଣା ସେନେଇ ତଦନ୍ତ କରୁଛନ୍ତି ରେଲୱେ ସେଫ୍ଟି କମିଶନର ।

Leave a Reply

Your email address will not be published. Required fields are marked *