ରାଜ୍ୟରେ ଗଠନ ହେଲା ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ୫ ବିଜ୍ଞାପିତ ଅଞ୍ଚଳ ପରିଷଦ ହେଲା ମ୍ୟୁନିସପାଲଟି
-ବୌଦ୍ଧଗଡ଼, ଆସ୍କା, ଛତ୍ରପୁର ହେଲା ମୁନିସିପାଲଟି -କରଞ୍ଜିଆ ଓ କଣ୍ଟାବାଞ୍ଝି ବି ମୁନିସିପାଲଟି ଘୋଷଣା -ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ -୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ
Read More