ଜିଲ୍ଲାodishaରାଜ୍ୟ

ବସ ମାଲିକଙ୍କୁ ଦଶ ଲକ୍ଷ ଟଙ୍କାର ଜୋରିମାନା

Spread the love

କଟକ : ବସ ମାଲିକ ଟାକ୍ସ ଫାଙ୍କିବା ପଡ଼ିଲା ମହଙ୍ଗା । ଶିବ ଶଙ୍କର ବସ୍ ମାଲିକଙ୍କୁ ୧୦ ଲକ୍ଷ ଟଙ୍କାର ଫାଇନ୍ ଲଗାଇଲା କଟକ ଆରଟିଓ । ଗାଡିର ପରମିଟ୍, ପଲ୍ୟୁସନ ଓ ଫିଟ୍ ନେସ୍ ସାର୍ଟିଫିକେଟ୍ ନଥିଲା ଖବର ପାଇ କଟକ ଆରଟିଓ ଗାଡିକୁ ଅଟକାଇଥିଲା । ଫିଟନେସ୍ ନଥିବାରୁ ୫ ହଜାର, ପଲ୍ୟୁସନ ପାଇଁ ୧୦ ହଜାର ଫାଇନ କଲା କଟକ RTO । ବୀମା ପାଇଁ ୨ ହଜାର, ଟ୍ୟାକ୍ସ ପାଇଁ ୩ ଲକ୍ଷ ୭ ହଜାର ୬୬୪ ଟଙ୍କା ଫାଇନ୍ ହୋଇଛି । ପେନାଲଟି ବାବଦକୁ ୬ ଲକ୍ଷ ୮୫ ହଜାର ୯୨ ଟଙ୍କା ପଡିଛି । ବସ୍ କୁ ମୋଟ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ୍ କଟାଯାଇଛି ।

Leave a Reply

Your email address will not be published. Required fields are marked *