odisha

ମହାନଦୀର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ !

Spread the love

ବୌଦ୍ଧ ହରଭଙ୍ଗା : ଉଚ୍ଛୁଳା ମହାନଦୀକୁ ଗାଧୋଇବାକୁ ଯାଇ ଯୁବକ ମୃତ । ମୃତ ହେଲେ ହରଭଙ୍ଗା ଗ୍ରାମର ବଜେନ୍ଦ୍ର ବାଘ । ମହାନଦୀରେ ଗାଧୋଉଥିବା ବେଳେ ହଠାତ୍ ଗୋଡ ଖସି ଯାଇଥିଲା । ଫଳରେ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । କିଛି ସମୟ ପରେ ତାଙ୍କର ମୃତ ଦେହ କୁ ଉଧାର କରାଯାଇଥିବା ବେଳେ ହରଭଙ୍ଗା ଥାନା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ବୌଦ୍ଧ କୁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *