ରାଜ୍ୟ

ଆଜି ରାଷ୍ଟ୍ରପତିଙ୍କ କଟକ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

Spread the love

ଆଜି ରାଷ୍ଟ୍ରପତିଙ୍କ କଟକ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା,

ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ଅଫିସ

କଟକ ଚଣ୍ଡୀ ଦର୍ଶନ, ନେତାଜୀ ସଂଗ୍ରହାଳୟ ପରିଦର୍ଶନ କାର୍ଯ୍ୟକ୍ରମ, ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ଯୋଗଦେବେ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ, SCBର ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବେ

Leave a Reply

Your email address will not be published. Required fields are marked *