ରାଜ୍ୟ ଆଶାକର୍ମୀଙ୍କ ମାସିକ ଦରମା ବୃଦ୍ଧି କଲେ ରାଜ୍ୟ ସରକାର; ମାସିକ ପାରିଶ୍ରମିକ ୪,୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି March 7, 2024 mos live Spread the loveଆଶାକର୍ମୀଙ୍କ ମାସିକ ଦରମା ବୃଦ୍ଧି କଲେ ରାଜ୍ୟ ସରକାର; ମାସିକ ପାରିଶ୍ରମିକ ୪,୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି | ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି, ଉପକୃତ ହେବେ ୪୯,୫୨୨ ଆଶାକର୍ମୀ; ବର୍ଷକୁ ଖର୍ଚ୍ଚ ହେବ ୨୦୮ କୋଟି |