ଦେଶ ବିଦେଶ

WPLରେ ଚାମ୍ପିଅନ୍ ହୋଇ ଇତିହାସ ରଚିଲା RCB ; ୱିମେନ ପ୍ରଥମ ଥର ପାଇଁ WPL ଚାମ୍ପିଅନ୍

Spread the love

WPLରେ ଚାମ୍ପିଅନ୍ ହୋଇ ଇତିହାସ ରଚିଲା RCB (Royal Challengers Bangalore )। RCB ୱିମେନ ପ୍ରଥମ ଥର ପାଇଁ WPL ଚାମ୍ପିଅନ୍ ହୋଇଛି। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆୟୋଜିତ ଫାଇନାଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(Delhi Capital) ୱିମେନକୁ ହରାଇ ଚାମ୍ପିଅନ୍ ହୋଇଛି RCB।

ସ୍ମତି ମନ୍ଦାନାଙ୍କ ନେତୃତ୍ୱରେ ମହିଳା ପ୍ରିମିୟର ଲିଗ୍‌ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୧୩ ରନ୍ କରିଥିଲା। RCB ୧୯ ଓଭର ୩ ବଲ୍‌ରେ ୨ ୱିକେଟ ହରାଇ କରିଥିଲା ୧୧୫ ରନ୍। ଏଥିସହ ଦଳ ପ୍ରଥମ ଥର ପାଇଁ WPL ଚାମ୍ପିଅନ୍ ବନିଛି ।

Leave a Reply

Your email address will not be published. Required fields are marked *