ରାଜ୍ୟ ଇଲେକ୍ଟୋରାଲ ବଣ୍ଡ ମାମଲାରେ SBIକୁ ସୁପ୍ରିମକୋର୍ଟଙ୍କ ଡେଡ୍ଲାଇନ March 18, 2024 mos live Spread the loveଇଲେକ୍ଟୋରାଲ ବଣ୍ଡ ମାମଲାରେ SBIକୁ ସୁପ୍ରିମକୋର୍ଟଙ୍କ ଡେଡ୍ଲାଇନ | ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ତଥ୍ୟ ଦେବାକୁ ନିର୍ଦେଶ | ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ | ବଣ୍ଡର ସ୍ବତନ୍ତ୍ର ନମ୍ବର ପ୍ରଦାନ କରିବାକୁ #SBI କୁ ନିର୍ଦେଶ | ବଣ୍ଡ ନମ୍ବର ୱେବସାଇଟରେ ସାର୍ବଜନୀନ କରିବ EC |