ଦେଶ ବିଦେଶ ସୁବର୍ଣ୍ଣପୁର: ବିନିକା କଲେଜ ଛକ ନିକଟରେ କାର୍ରୁ ୫୫ ଲକ୍ଷ ଟଙ୍କା ଜବତ। ରାମପୁର ପାର୍ଶ୍ବରୁ ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ପୁଲିସ ଚେକିଂ ବେଳେ ଧରାପଡ଼ିଲା କାର୍। ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। April 6, 2024 mos live Spread the loveସୁବର୍ଣ୍ଣପୁର: ବିନିକା କଲେଜ ଛକ ନିକଟରେ କାର୍ରୁ ୫୫ ଲକ୍ଷ ଟଙ୍କା ଜବତ। ରାମପୁର ପାର୍ଶ୍ବରୁ ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ପୁଲିସ ଚେକିଂ ବେଳେ ଧରାପଡ଼ିଲା କାର୍। ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।