ଦେଶ ବିଦେଶ

ଚନ୍ଦ୍ରପୃଷ୍ଠରୁ ମାଟି ଆଣି ଇତିହାସ ରଚିଲା ଚୀନ ; ୨ କିଲୋ ମାଟି ସହ ପଥର ନମୁନା ଆଣିଲା ଚୀନ

Spread the love

-ଚନ୍ଦ୍ରପୃଷ୍ଠରୁ ମାଟି ଆଣି ଇତିହାସ ରଚିଲା ଚୀନ
-୨ କିଲୋ ମାଟି ସହ ପଥର ନମୁନା ଆଣିଲା ଚୀନ
-୨୫ଲକ୍ଷ ବର୍ଷ ତଳର ଆଗ୍ନେୟଗିରିର ନମୁନା ଆଣିଛି ଚୀନ
-ଚାଙ୍ଗ ଇ-୬ ମହାକାଶ ଯାନ ଆଣିଲା ମାଟି
-ଉତ୍ତର ଚୀନର ମଙ୍ଗୋଲିଆ ଅଞ୍ଚଳରେ ଅବତରଣ
-ଚନ୍ଦ୍ରର ଉଭୟ ମେରୁରେ ରହିଥିବା ପାର୍ଥକ୍ୟ ଜଣାପଡ଼ିବ
-ମେ’ ୩ରେ ଚନ୍ଦ୍ରକୁ ଯାଇଥିଲା ଚାଙ୍ଗ ଇ-୬ ମହାକାଶ ଯାନ
-୨୦୩୦ ସୁଦ୍ଧା ମଣିଷଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇବାକୁ ଚୀନର ଲକ୍ଷ୍ୟ

Leave a Reply

Your email address will not be published. Required fields are marked *