ମନୋରଞ୍ଜନ

‘ଭୁଲ୍ ଭୁଲୈୟା ୩’ର ଟାଇଟଲ୍ ଟ୍ରାକ୍ ଟିଜର୍ ରିଲିଜ୍

Spread the love

ନିର୍ଦ୍ଦେଶକ ଅନିସ୍ ବଜ୍‌ମିଙ୍କ ହରର୍-କମେଡି ଫିଲ୍ମ ‘ଭୁଲ୍ ଭୁଲୈୟା ୩’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ। କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଶଂସକମାନେ ଏହାର ମୁକ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ‘ଭୁଲ୍ ଭୁଲୈୟା ୩’ର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଏବେ ନିର୍ମାତା ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍‌ ରିଲିଜ୍ କରିଛନ୍ତି।

Leave a Reply

Your email address will not be published. Required fields are marked *