ରାଜ୍ୟ OCS ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ହେଲା October 23, 2024 mos live Spread the loveବାତ୍ୟା ‘ଦାନା’ ପାଇଁ OPSCର ପଦକ୍ଷେପ । OCS ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ରଖିଲା OPSC । ଆସନ୍ତା ୨୭ରେ ହେବାର ଥିଲା OCS ପ୍ରିଲିମିନାରୀ ପରୀକ୍ଷା । ପରବର୍ତ୍ତୀ ତାରିଖ ଆସନ୍ତା ୭ ଦିନ ମଧ୍ୟରେ ଘୋଷଣା ହେବ ।