ଜାତୀୟ

ହରିୟାଣାରେ ଭୟଙ୍କର ଅଗ୍ନିକାଣ୍ଡ।

Spread the love

ହରିୟାଣାରେ ଭୟଙ୍କର ଅଗ୍ନିକାଣ୍ଡ। ଫଳରେ ୪ ଜଣ ଯୁବକ ଜୀବନ୍ତ ଦଗ୍ଧ। ତେବେ ହରିୟାଣାର ଗୁରୁଗ୍ରାମରେ ଘଟିଛି ଏଭଳି କିଛି ଘଟଣା।ସୂଚନା ଅନୁଯାୟୀ , ବିଳମ୍ବିତ ରାତିରେ ଗୁରୁଗ୍ରାମର ସରସ୍ୱତୀ ଏନ୍‌କ୍ଲେଭର ଜେ ବ୍ଲକରେ ନିଆଁ ଲାଗିବା ପରେ ଆଖିପିଛୁଳାକେ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା।  ଫଳରେ ସେହି ସମୟରେ ରୁମରେ ୪ ଜଣ ଯୁବକ ଶୋଇଥିବା ବେଳେ ନିଆଁ ଲାଗି ଜୀବନ୍ତ ଜଳି ଯାଇଥିଲେ ।ତେବେ ୪ ଜଣ ମୃତକ ବିହାରର ହୋଇଥିବା ସୂଚନା ମିଳିଛି। କେଉଁ କାରଣରୁ ନିଆଁ ଲାଗିଲା  ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। କେଉଁ କାରଣରୁ ନିଆଁ ଲାଗିଲା  ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *