ରାଜ୍ୟ

ବାତ୍ୟା ପରେ ପ୍ରାଥମିକ ରିପୋର୍ଟ

Spread the love

ବାତ୍ୟା ପରେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ୧ ଲକ୍ଷ ୭୫ହଜାର ଏକର ଫସଲ କ୍ଷୟକ୍ଷତି ହୋଇଛି। କେନ୍ଦ୍ରାପଡ଼ାରେ ୨୩ ହଜାର, ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର, ବାଲେଶ୍ବରରେ ୩୧୪୦ ହେକ୍ଟର , ମୟୂରଭଞ୍ଜରେ ୨୩୮୧ , ଯାଜପୁରରେ ୨୭୦୯ ହେକ୍ଟର ଓ ଜଗତସିଂହପୁରରେ ୨୪୯୮ ଜମିରେ ଫସଲ ନଷ୍ଟ ହୋଇଛି ।ସର୍ବାଧିକ କ୍ଷତି ରାଜକନିକା, ଆଳି ଓ ମହାକାଳପଡ଼ାରେ ହୋଇଛି।ସର୍ଭେ ପରେ କ୍ଷୟକ୍ଷତିଜନିତ ଚୂଡ଼ାନ୍ତ ରିପୋର୍ଟ ଆସିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂହଦେଓ ।ବାତ୍ୟା ‘ଦାନା’ର ପ୍ରଭାବରେ ଫସଲ କ୍ଷୟକ୍ଷତି ନେଇ କୃଷି ଭବନରେ ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।

Leave a Reply

Your email address will not be published. Required fields are marked *