ରାଜ୍ୟ

ପାଟନା ମେଟ୍ରୋ ଟନେଲ କାମବେଳେ ଅଘଟଣ

Spread the love

ପାଟନା ମେଟ୍ରୋ ଟନେଲ କାମ ଚାଲିଥିବା ବେଳେ ଲୋକ ମେସିନର ବ୍ରେକ ଫେଲ ହେବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ବିହାର ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି ।ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଛି ।ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂଘଟଣାକୁ ନେଇ ବିହାର ସରକାରଙ୍କ ସହ କଥା ହେବେ ବୋଲି କହିଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

Leave a Reply

Your email address will not be published. Required fields are marked *