ଆଞ୍ଚଳିକ

ରସୁଲଗଡ ଛକରେ ସିରିଜ ଦୁର୍ଘଟଣା, ୩ ଯାତ୍ରୀ

Spread the love

ଭୁବନେଶ୍ବର ରସୁଲଗଡ ଛକରେ ସିରିଜ ଦୁର୍ଘଟଣା । ଏକ ବସ୍‌କୁ ଟ୍ରକ୍ ଧକ୍କା ଦେବା ପରେ ବସ୍‌ଟି ଏକ ଅଟୋ ଓ ଏନଏଚଏଆଇର ପିକଅପ୍‌ ଭ୍ୟାନକୁ ଧକ୍କା ଦେଇଛି । ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ, ଜଣେ ବୃଦ୍ଧ ଗୁରୁତର । ଅଟୋ ଚାଳକ ମଧ୍ୟ ଆହତ ହୋଇଥିବା ସୂଚନା । ଆହତଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପାଇଁ ପଳାସୁଣୀ ଛକରେ ଟ୍ରାଫିକ୍ ଜାମ୍ ହୋଇଛି ।

Leave a Reply

Your email address will not be published. Required fields are marked *