ରାଜ୍ୟ

ସିନିଅରଙ୍କ ମାଡ଼ରେ ଜୁନିଅର ଛାତ୍ର ଲହୁଲୁହାଣ

Spread the love

କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗ ।  ସିନିଅରଙ୍କ ମାଡ଼ରେ ଦ୍ବିତୀୟ ବର୍ଷ ଛାତ୍ର ଗୁରୁତର ହୋଇଛନ୍ତି । ଗତକାଲି ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ରଡ୍ ରେ ଆକ୍ରମଣ କରିଥିଲେ । ଗୁରୁତର ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରାଗିଂ କରାଯାଇଥିବା ନେଇ ଥାନାରେ ଅଭିଯୋଗ କଲେ ପୀଡ଼ିତଙ୍କ ପରିବାର।

Leave a Reply

Your email address will not be published. Required fields are marked *