ରାଜ୍ୟ

ସୁବର୍ଣ୍ଣପୁର ସିଏସ୍‌ଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Spread the love

ଖାଦ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆ ୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । କୋଟିପତି ସିଏସଓଙ୍କର ୨ କୋଠା, ୧୯ ପ୍ଲଟ ଠାବ କରାଯାଇଛି । ବରଗଡ଼ ବିଜେପୁରରେ ରହିଛି ୪ ଏକରର ଫାର୍ମ । ଫାର୍ମରେ ରହିଛି ୫ ଶହଟି ଶାଗୁଆନ ଗଛ । ଚଢ଼ାଉ ବେଳେ ମିଳିଲା ନଗଦ ୧ ଲକ୍ଷ ୪୯ ହଜାର ଟଙ୍କା ଓ ୧ କୋଟି ୭୨ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଠାବ ହୋଇଛି । ବ୍ୟାଙ୍କ ଲକର, କାର୍ ଓ ୨ଟି ଦାମୀ ବାଇକ୍ ଠାବ ହୋଇଛି।

Leave a Reply

Your email address will not be published. Required fields are marked *