ଦେଶ ବିଦେଶ

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରଦୂଷଣ ପାଇଁ ଲକ୍‌ଡାଉନ୍‌ ସ୍ଥିତି

Spread the love

ପାକିସ୍ତାନର ପଞ୍ଜାବ ପ୍ରଦେଶରେ ପ୍ରଦୂଷଣ ଅତି ସାଂଘାତିକସ୍ତରରେ ପହଞ୍ଚିବାରୁ ଲକ୍‌ଡାଉନ୍‌ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପରିବହନ ଗୁରୁତର   ବାଧାପ୍ରାପ୍ତ ହୋଇଛି। ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ହୋଇଥିବା ବେଳେ  ଟ୍ରେନ୍‌ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ମୁଲତାନରେ ଏକ୍ୟୁଆଇ ୨୧୩୫ ରହିଛି ଏବଂ ନିଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଉପୁଜୁଛି। ଲାହୋର ଆଖପାଖରେ ପବନର ଗତି ଘଣ୍ଟାପ୍ରତି ମାତ୍ର ୪ କିଲୋମିଟରକୁ ହ୍ରାସ ପାଇଛି।  ଦୃଶ୍ୟମାନତା ଅତ୍ୟନ୍ତ କମ୍ ଥିବାରୁ ମୁଲତାନରୁ ଜାହିର ପୀର ପର୍ଯ୍ୟନ୍ତ ଏମ-୫ ମୋଟରୱେକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *