ଦେଶ ବିଦେଶ

ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧରେ ୬୫୯ ଶିଶୁଙ୍କ ମୃତ୍ୟୁ ଓ ୧୭୪୭ ଶିଶୁ ଆହତ ହୋଇଛନ୍ତି

Spread the love

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ୧୦୦୦ ଦିନରୁ ଊର୍ଦ୍ଧ୍ବ ସମୟ ବିତିଯାଇଛି।ଏହି ଯୁଦ୍ଧରେ, ବିଶେଷତଃ ୟୁକ୍ରେନ୍‌ର ୨୪୦୬ଜଣ ଶିଶୁ ନିହତ କିମ୍ବା ଆହତ ହୋଇଛନ୍ତି |ରିପୋର୍ଟ ଅନୁସାରେ, ଯୁଦ୍ଧରେ ୬୫୯ ଶିଶୁଙ୍କ ମୃତ୍ୟୁ ଓ ୧୭୪୭ ଶିଶୁ ଆହତ ହୋଇଛନ୍ତି। ଅର୍ଥାତ୍‌ ପ୍ରତି ସପ୍ତାହରେ ୧୬ଜଣ ଶିଶୁଙ୍କ ମୃତ୍ୟୁ ଘଟୁଛି କିମ୍ବା ଆହତ ହେଉଛନ୍ତି।ଏହାଦ୍ବାରା ପରିବାର ଉଜୁଡ଼ିଯାଉଛି। ୧୦୦୦ ଦିନ ମଧ୍ୟରେ ୧୪୯୬ ଶିକ୍ଷାନୁଷ୍ଠାନ, ୬୬୨ଟି ସ୍ବାସ୍ଥ୍ୟାନୁଷ୍ଠାନ ଧ୍ବସ୍ତ ହୋଇଛି। ୧.୭ ନିୟୁତ ଶିଶୁ ବିଶୁଦ୍ଧ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *